କବିତା - ପ୍ରତୀକ୍ଷା - ଅଧ୍ୟାପକ ପ୍ରଦୀପ କୁମାର ପ୍ରଧାନ

0
ତୁମ ଆସିବାର ପ୍ରତୀକ୍ଷା ଟି
ସୁନ୍ଦର ସ୍ୱପ୍ନଟିଏ ଥିଲା,
ଇନ୍ଦ୍ରଧନୁର ଶପ୍ତ ରଙ୍ଗଠାରୁ
ଆହୁରି ରଙ୍ଗୀନ୍ ମନ ମୁଗ୍ଧକର
ମାଦକତାଭରା ଅନୁଭୂତିଟିଏ ଥିଲା।।

କେଉଁ ଏକ ଅଜଣା ସମ୍ମୋହନ
ଅବ୍ୟକ୍ତ ଆକର୍ଷଣ ଟିଏ ଥିଲା,
ସେ ଯାହାବି ଥିଲା
ପରି ରାଇଜର କାହାଣୀ ଠୁ
ଆହୁରି ରୋମାଞ୍ଚକ ଥିଲା ।।


ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ପି.ଜି.ଟି. ଇଂରେଜୀ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର,  ଦୂରଭାଷ : ୮୭୬୩୬୨୯୨୮୨

Post a Comment

0Comments
Post a Comment (0)