
ନୂଆ ବରଷଟା ହେଉ ଶୁଭଙ୍କର
ଦୁଃଖ, କ୍ଲେଶ ଦୂର ହେଉ,
ପ୍ରତି ଦିନ ହେଉ ନୂଆ ଦିନଟିଏ
ନୂଆ ସମ୍ଭାବନା ଥାଉ ।।
ଏତିକି ମିନତି ଜଗତ ଠାକୁର
କୃପା ଦୃଷ୍ଟି ରହି ଥାଉ,
ନୂଆ ବରଷରେ ହର୍ଷ ଉଲ୍ଲାସରେ
ସଭିଙ୍କର ଦିନ ଯାଉ ।।
# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ
ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର
