କବିତା - ମୁଖେ ଥାଉ ତୁମ ନାମ - ପ୍ରଦୀପ କୁମାର ପ୍ରଧାନ

0

ଘନ ତମିସ୍ରାରେ ସନ୍ତାପିତ ପ୍ରାଣେ
ଆଶାର କିରଣ ବିନ୍ଦୁ,
ଅକାରଣେ କୃପା ପାଇଁ ଖ୍ୟାତ ତୁମେ
ଦିନ ବନ୍ଧୁ କୃପା ସିନ୍ଧୁ ।।

ତୁମ ଶ୍ରୀପୟର ଧ୍ୟେୟ ହେଉ ମୋର
ନିତ୍ୟ ଲୀଳା ଦରଶନ,
ଏତିକି ଆଶିଷ ଦିଅ ଜଗଦୀଶ
ମୁଖେ ଥାଉ ତୁମ ନାମ ।।

# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ
ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର


ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ଅଧ୍ୟାପକ, ଇଂରେଜୀ ବିଭାଗ, ଡି. ଏ. ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର,  ଦୂରଭାଷ : ୮୭୬୩୬୨୯୨୮୨

Post a Comment

0Comments
Post a Comment (0)