ଜାତି ଧର୍ମ ବର୍ଣ୍ଣ ଆଉ ବୟସ
ନୂହେଁ ସେ ଜୀବନର ପ୍ରତିଛବି
ଖାଲି ଅଳିକେ ମାତ୍ର,
ସମୟର ସାଜେ ଭଗ୍ନସ୍ତୁପ
ଜାଳିଦେଇ ମଣିଷକୁ
ପ୍ରତାରଣାର ପ୍ରତିବାଦରେ।

ଆଖି ଆଗର ଗତିହୋଇ
ସୁନ୍ଦର ବରଫ ନଅର
ସୃଷ୍ଟିକରି ପୁଲ,ଫଳ,ଡାଳ,ପତ୍ର
ସବୁଜିମା ହେଲେ କାହିଁକି?

ଏ ଅବାସ୍ତବ ଦୁନିଆ
ଜଳାଇ ଜଳାଇ ମାରୁଛି
ଆଜିବି ପ୍ରତି ମୂହୁତର୍ତ୍ତ
କିଏ ସିଏ ! ଉଦ୍ଦେଶ୍ୟ କଣ?
କଣ ପାଇଁ?
.............. ମରିଚିକା


ରଚନା : ରାଜେଶ କୁମାର ବାରିକ

ଠିକଣା : ଦେବେନ୍ଦ୍ର ପୁର୍, ଅଭଣା,ବାଲେଶ୍ବର,   ଦୂରଭାଷ :