Mobile mobile mobile
ମୋ ,...... ବାଇଲ
ଖାଲି ବଢ଼ାଇ ଚାଲେ bill
Mobile ନଥିଲେ ସମସ୍ତେ କରନ୍ତି fill
We are killed

ଆଜି କାଲି ର ଜମାନା
Mobile ଖାଲି ବାହାନା
Social media ରେ ମୁହଁ ଦେଖି
କଣ ଯେ ଲାଭ ଟିକେ କହନା
Facebook ,whatsapp ଓ instagram
କେବଳ ଆଉ କେଵଳ mobile ର କୁହୁକ
Facebook-
Face ମାନେ ମୁହଁ
ଆଉ book ମାନେ ବହି
ମାନେ ମୁହଁ ର ଵହି
ବୁଝିହୁଏ ନାହି
କଣ ଏମିତି ଦିଏ ସେ କହି ଯେ
ସମସ୍ତେ ହୁଅନ୍ତି ବାଇ
Wahts app-
What ମାନେ କଣ
ଓ app ମାନେ application
ଆଉ ଏଠି କଥା କୁ ଲେଖା ହୁଏ
ରାଗୁଛ କି ଗାଳୁଛ କିଛି ଜଣା ପାଡେ ନହିଁ
Instagrama
ଯୁବା ପିଢ଼ି ର ରାକ୍ଷାସ ରୁପି ଯମ
Powder ଆଉ lipstick ର ସମସ୍ତଙ୍କୁ ଭୁତ ଚଢିଚି
ଯେତକ ବନ୍ଦରି ପୋଚରି ଆଉ ନଖରି ଥାନ୍ତି
ସବୁ ଏଇଠି ମିଳନ୍ତି

ଦୁନିଆ ଏବେ ଏମିତି
ଖାଦ୍ୟ ର ଭୋକ ସହି ହୁଏ ସିନା
Mobile ବିନା ରହି ହୁଏ ନାହିଁ
ତା ଭୋକ ହେଲେ ଦୁନିଆ ଟା ଅନ୍ଧାର ଦେଖାଯାଏ


ରଚନା : Rajashree acharya

ଠିକଣା : Balangir odisa ଦୂରଭାଷ : 7008159132