ଆଇଲେ ଇ ଦଶରା,
ମନର ମଲିଟା ଫୁଟି ଉଠୁଛେ ଆରୁ
ଫୁଟୁଛେ ଫୁଲ ଦୁଦୁରା.
କଅଁଲି ଯଉବନ୍ ପାଆଁଲି ଯାଉଛେ
ମନ୍ ହେଉଛେ ହୁରଗୁନି,
ଅନ୍ଧାର୍ ରାଏତଥି କିନ୍ଦୁରୁ ଥିସି
ଘରେ ଜେନତା ଚିରଗିନି.
ହଜିଗଲା ଦିନ୍ ହେତେଇ ଦଉଛେ
ନେଇଁ ବୁଝବାର୍ ମନ୍ ,
ମନର କଥାଟା ମନ୍ ହିଁ ବୁଝୁଛେ
ଅଧୁରା ହେଲା ସପନ୍ .
ଜୁଆନ୍ ବଏସର୍ କଲା କାରନାମା
କିଏ ପାରସି କାଁଏ ଭୁଲି,
ମିଠା ମିଠା ସେ ମିଠାର ବଦନାମ୍
ଝୁରୁଥିସି ହୁରୁଦ ଖାଲି.
ସମିଆଁର ଲଗନ୍ ସମାଜର୍ ବଂଧନ୍
ଲାଗସି କେତନି ଭଏ,
ପୀରତି କେଭେ ପୁରନା ନି ହୁଏ
ପୀରତିର୍ ସବୁନ ଜଏ.
0 Comments
You can write now your valuable comments here. Off-topic comments may be removed or deleted without prior notice.