
ମାଁ କରୁଛେଁ ପୁଓ ଜିଉଁତିଆ
ଭଲେ ଭଲେ ଥାଉ ପୁଓ,
ବୁଢୀ ବଏସେ ଡାକ୍ ସୁନି ତାର୍
କରବା ବଲି ଓ ॥
ପାଏନ୍ ପାଇ ବଡ୍ ହେଇଗଲେ
ଘରୁ ଦଉଛେ ପୁଓ ଖେଦି,
କେନୁଁ ଆନଲା ତାର୍ ମାଏଝି କେ
ପଦେ କହେଲେ ଯାଏସି ଭେଦି ॥
କେତେ ଯତନ୍ ପାତନ୍ କରି ସଥେ
କରିଥିସି ମାଁ ବଡ୍,
ଚାକରି ଖଁଣେ ପାଏଲା ଉତାରୁ
ପୁଓ ଭାବସି ନିଜକେ ବଡ୍ ॥
ମାଁ ନାଁ ଟା ଅମରୁତ୍ ଧାର୍ ରେ ପୁଓ
କେଭେ ନାଇଁ ଦେବୁ ମୁହୁଁ ଛାଡି
ଜୀବନ୍ ତୋର୍ ସାଫୁଲ୍ ହେବା ସଥେ
କେଭେ ନାଇଁ ହିଟି ପଡି ॥
0 Comments
You can write now your valuable comments here. Off-topic comments may be removed or deleted without prior notice.