କବିତା - ଭାତ୍ - ଶୁକଦେବ ସାହୁ

0
ତତେ ମୁଠେ ଖାଏବାରକେ
କିଏ ଶୁନେ ଗାଲି
ତତେ ହାତେ ଧରବାରକେ
କିଏ ହଏ ଅଥୋଥାଲି
କିଏ ଖାଏ ବିଧା ଲାତ୍
ଭାତ୍ ରେ ଭାତ୍ ଏତକି ତର୍ କରାମାତ୍।।୧।।
କିଏ ଯାଏ ଦାଦନ୍ ଖଟି
କିଏ ମାଟି ହଏ ସାନିଘାଁଟି
କିଏ ଭିକ୍ ମାଗେ ପାତି ହାତ୍
ଭାତ୍ ରେ ଭାତ୍ ଏତକି ତର୍ କରାମାତ୍।।୨।।
କାହାର୍ ଘରେ ନାଇଁ ଜଲେ ଚୁଲ୍ହି
ଭୁକେ ପେଟ୍ ଯାଏ ପୁଡ଼ି ଜଲି
ପେଟେ ଉଦା କନା ଦେଇ ଉସିନ୍ଦ୍ରା ସରା ରାତ୍
ଭାତ୍ ରେ ଭାତ୍ ଏତକି ତର୍ କରାମାତ୍।।୩।।
ଥିଲାବାଲା ଖାଇ ମାରେ ହୁଚକି
ନାଇଁ ଥିଲାବାଲା ମରେ ଉଚକି
ସହି ନାଇଁ ପାରି ଗରିବିର୍ ଘାତ୍
ଭାତ୍ ରେ ଭାତ୍ ଏତକି ତର୍ କରାମାତ୍।।୪।।


ରଚନା : ଶୁକଦେବ ସାହୁ

ଠିକଣା : ଖାରୀ, ତରଭା, ସୋନପୁର,  ଦୂରଭାଷ : ୯୭୭୭୦୯୪୦୯୦

Post a Comment

0Comments
Post a Comment (0)