☆ ସଲାମ୍ ଅବଦୁଲ କାଲାମ☆

ଭାରତ ର ସମ୍ମାନ ଏ ଜାତିର ଆହ୍ବାନ
ତୁମେ ହିଁ ଆମର ଅବଦୁଲ କାଲାମ
ଭିନ୍ନ ପରିବେଶ ତମ ଅଖଣ୍ଡ ଆଦର୍ଶ
ଆଜି ସତୃ ବି କରୁଛି ତୁମକୁ ସଲାମ

ସ୍ନେହ ପ୍ରେମ ଧାରା ତୁମ ହୃଦୟ ରେ ଭରା
ଶିକ୍ଷା ର ଆଲୋକ ଜ୍ଞାନଦୀପ ର ପସରା
ଜାତି ଧର୍ମ ହୀନ ଭିନ୍ନ ତମ ଏ ଜୀବନ
ତୁମେ ନୂଆଁ ଭାରତର ସ୍ବପ୍ନ ମଞି ପରା।

ସୃଷ୍ଟି କଲ ତୁମ୍ଭେ କେତେ ଅମୃତ ସନ୍ତାନ
ପୃଥି, ଅଗ୍ନି,ବ୍ରହ୍ମସ୍ ଶ୍ରେଷ୍ଠ ଯେ ବିଦ୍ୟମାନ
ରାଷ୍ଟ୍ରପତି ହେଇ ରାଷ୍ଟ୍ର ଦେଲ ଗୀତ ଗାଇ
ଭାରତ ରତ୍ନ ତୁମେ ପ୍ରଚଣ୍ଡ ସ୍ବାଭିମାନ ।


ହେ ମହାନାୟକ ମୁଁ ତୁମ୍ଭ ପଥ ପଥିକ
ଏଇ ଜନ ସାଗରର ଅମୃତ ର ଧାରା ।
22,10,19●●●05.12 pm
ରାଜେଶ କୁମାର ବାରିକ୍
ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ବର


ରଚନା : ରାଜେଶ କୁମାର ବାରିକ୍

ଠିକଣା : ଦେବେନ୍ଦ୍ର ପୁର,ଅଜଣା,ବାଲେଶ୍ବର ଦୂରଭାଷ : 9998622336