
ଗୋଟିଏ ଦେଶ ଗୋଟିଏ କଥା
କେମିତି ଦିଅ ଅଲଗା ବାର୍ତ୍ତା
କାହିଁକି ଏମିତି କନୁନ ହେବ
ଅଲଗା ଅଲଗା ସବୁ ଦିଶିବ
ଉଡିବ ନାହିଁ ସେଠି ତିରଙ୍ଗା
ଆଇନ ହେବ ବାଟ ମାରଣା
ହେଲୁ କେମିତି ଆମେ ସ୍ବାଧିନ
କୁଆଡେ ଗଲା ସେ ଏକତା ଚିହ୍ନ
ଏମିତି କେତେ ଗଲା ବରଷ
ଆସିଲା ଶୁଭ ଲଗନ
ଅଙ୍କୁଶ ସେ ତିନିଶ ସତୁରୀ ଧାର
ପଡିଛି ଆଜି ମଳିନ
ବଦଳିଲା ଯୁଗ ବଦଳିଲା କଥା
ଆମେ ସବୁ ହେଲୁ ଏକ
ଖସିବନି ଆମ ପାଦତଳ ମାଟି
ମସ୍ତକେ ଝଟକିବ ମୁକୁଟ
ଭୂ ସ୍ବର୍ଗରେ ଫେରିବ ଶାନ୍ତି
ନିନ୍ଦୁକ ହେବେ ଟେରା
ଷଡଯନ୍ତ୍ର ଆଉ କରିବନି କାମ
ବଦଳିଛି ଆମ ନାରା
ଶତ୍ରୁର ପାଦେ ଲାଗିବ ବେଢି
ଆଇନର ନାହିଁ ଫାଙ୍କ
ଆସ୍ଥାନକଥା ଛାଡ ଏଥର
ଅପହଁଚ ହେବ ଆମ ମୂଲକ
ହସିବ କାଶ୍ମୀର ହସିବ ଲାଦାଖ
ହସିବ ଏବେ ଜାମୁ
କାଳିମାର କଳା ବାଦଲ ହଟିଛି
ମନ ନାହିଁ ଆଉ କାବୁ
ହୀନ କୁଟନିତି ଛାଡ ଏଥର
ପ୍ରଗତିର ହୁଅ ସାଥି
ଅସମ୍ଭବ ସବୁ ହେଉଛି ସମ୍ଭବ
ଦେଖ ମୋ ଦେଶ ବଦଳୁଛି।
ଜମ୍ବେଶ୍ବରପୁର,ବାଲେଶ୍ବର
ଦୁରଭାଷ-୯୩୩୭୬୮୧୫୨୪
କେମିତି ଦିଅ ଅଲଗା ବାର୍ତ୍ତା
କାହିଁକି ଏମିତି କନୁନ ହେବ
ଅଲଗା ଅଲଗା ସବୁ ଦିଶିବ
ଉଡିବ ନାହିଁ ସେଠି ତିରଙ୍ଗା
ଆଇନ ହେବ ବାଟ ମାରଣା
ହେଲୁ କେମିତି ଆମେ ସ୍ବାଧିନ
କୁଆଡେ ଗଲା ସେ ଏକତା ଚିହ୍ନ
ଏମିତି କେତେ ଗଲା ବରଷ
ଆସିଲା ଶୁଭ ଲଗନ
ଅଙ୍କୁଶ ସେ ତିନିଶ ସତୁରୀ ଧାର
ପଡିଛି ଆଜି ମଳିନ
ବଦଳିଲା ଯୁଗ ବଦଳିଲା କଥା
ଆମେ ସବୁ ହେଲୁ ଏକ
ଖସିବନି ଆମ ପାଦତଳ ମାଟି
ମସ୍ତକେ ଝଟକିବ ମୁକୁଟ
ଭୂ ସ୍ବର୍ଗରେ ଫେରିବ ଶାନ୍ତି
ନିନ୍ଦୁକ ହେବେ ଟେରା
ଷଡଯନ୍ତ୍ର ଆଉ କରିବନି କାମ
ବଦଳିଛି ଆମ ନାରା
ଶତ୍ରୁର ପାଦେ ଲାଗିବ ବେଢି
ଆଇନର ନାହିଁ ଫାଙ୍କ
ଆସ୍ଥାନକଥା ଛାଡ ଏଥର
ଅପହଁଚ ହେବ ଆମ ମୂଲକ
ହସିବ କାଶ୍ମୀର ହସିବ ଲାଦାଖ
ହସିବ ଏବେ ଜାମୁ
କାଳିମାର କଳା ବାଦଲ ହଟିଛି
ମନ ନାହିଁ ଆଉ କାବୁ
ହୀନ କୁଟନିତି ଛାଡ ଏଥର
ପ୍ରଗତିର ହୁଅ ସାଥି
ଅସମ୍ଭବ ସବୁ ହେଉଛି ସମ୍ଭବ
ଦେଖ ମୋ ଦେଶ ବଦଳୁଛି।
ଜମ୍ବେଶ୍ବରପୁର,ବାଲେଶ୍ବର
ଦୁରଭାଷ-୯୩୩୭୬୮୧୫୨୪