ଆଇଛେ ରଜ - ଶାନ୍ତନୁ କୁମାର କର୍ଣ୍ଣ

0
ବଛର୍ ଟାକେ ଥରେ ଆଇଛେ ରଜ
କେଥେ ସଜ୍ ବାଜ୍ ହେଇ,
ଦୁଲିଥି ଝୁଲମା ଆମହେ ସଭେଁ ଯେତେ
ରଜ ଗୀତ ଗାଇ ଗାଇ ।।

ପୁଡା ପିଠା ଗୁଟେ ଖାଏମା ସଭେଁ
ଘର୍ ଘର୍ ଯିମା ବୁଲି,
ଖାଇ ଦେମା ଫିନ୍ ରଜ ପାନ୍ ଗୁଟେ
ଟୁଁଡକେ କରମା ଲାଲି ।।

ତାଶ୍ ଖେଳ ସାଁଗେ କବାଡି ଖେଲମା
ରଜ ଦୁଲାଥି ଘାଏ ଦୁଲମା,
ଭାବର୍ ଵଁଧନେ ଵାଁଧି ହେଇ ସଭେଁ
ମନ୍ ସାଁଗେ ମନ୍ ମିଶାମା ।।

ମନର୍ କଥା ପଦେ କହୁଚେ ତତେଲୋ
ନାଇଁ ପାସରିବୁ କାହାକେ,
ଆର ବଛର୍ କେ ଆଏଲେ ତୁଇ ଲୋ
ଡାକ୍ ପଦେ ଦେବୁ ଆମକେ ।।

ଶାନ୍ତନୁ କୁମାର କର୍ଣ୍ଣ
ଜୟପୁର, ବୀରମହାରାଜପୁର, ସୋନପୁର ।
ମୋ-୯୯୩୭୯୯୩୧୯୮

Post a Comment

0Comments
Post a Comment (0)