ଲୋଭ ପାଇଁ ମୃତ୍ୟୁ - ବଳରାମ ତରାଇ

0
ଜୀବନ ପାଇଁ  ଧନ ଜନ ଲୋଡ଼ା
ଧନ ରଖିବ କି ଜୀବନ
ଧନ ଲୋଭ କଲେ ଆସେ ବିପଦ
ଚାଲିଯିବ ମୋ ଜୀବନ ।

ଧନ କଣ ସବୁ କରିଦେବ ପୁରଣ
ଧନ ପାଇଁ ଗଲା ଜୀବନ
ପର ପାଇଁ ଦାନ କରିଦିଅ କିଛି
କଟିବ ଭଲ ଜୀବନ ।

କି କରିବି ମୁଁ ଧନ ଆଉ ଅଢେଇ ଦିନ
କର କିଛି ଉପାର୍ଜ୍ଜନ
ଅତି ଲୋଭ କରି ଆସିଲା ମରଣ 
ହୋଇଯିବା ଆମେ ହୀନ। ।

ଗରିବ ସହିତ ଧନ କି ସମାନ ହେବ
କହା ସହ ସେ ସମାନ
ଧନ ଲାଗି ସବୁ ନାଟ ହାଟ ଚାଲେ
ଚାଲିଥାଏ ସାରା ଜିବନ

ଧନ ବଳେ ସତ୍ୟ ମିଳେ ନାହିଁ 
ଧନ ପାଇଁ ମିଳେନାହିଁ ସନମାନ
ମଣିଷ ଧନ ପାଇଁ କାହା ଜୀବନ

ବଳରାମ ତରାଇ, ଖୋର୍ଦ୍ଧା ଜିଲ୍ଲା
9937014646

Post a Comment

0Comments
Post a Comment (0)