
ଗଣତନ୍ତ୍ରର ରଖିବା ଟେକ
ନିଜ ପସନ୍ଦର ବାଛିବା ନେତା
ସଂସଦରେ ସେ ଦେବ ବାରତା
କହିବ ସେ ଆମ ଅଞ୍ଚଳ ଗାଥା
ସୁଖ ଦୁଃଖ ହାନୀ ଲାଭର କଥା
ନିଜ ହାତରେ ବଦଳାଇବା ଭାଗ୍ୟ
ଆମ ମୂଲକେ ଉଇଁବ ନବ ସୂରୂଜ
ନାହିଁ ରାଜତନ୍ତ୍ର ନାହିଁ ସେ ଦୁଃଖ
ଘରେ ଘରେ ଦେଖ ଫୁଟିଛି ହସ
ଆମ ହାତେ ଆମ ଶାସନ ଡୋରୀ
ଆମ ନାଆରେ ଆମେ ନାଉରି
ବଳିଆନ ଆମେ ଗଣତନ୍ତ୍ରକୁ ନେଇ
ଚୈଦଭୂବନେ ଡିଣ୍ଡିମ ବାଜଇ
ଯୁଗଯୁଗ ତପସ୍ୟାର ମିଳିଛି ଫଳ
ସେ ବଳିଦାନର କେ ଦେବ ମୂଲ
ଆମେ ଆସ ତାର ରଖିବା ଟେକ
ଭୋଟ ଦେଇ ବଢାଇବା ଯଶ
ନିଜ ଇଛାରେ ଦେବା ମାରି ମୋହର
କାହା କଥାକୁ ନାହିଁରେ ଡର
ଦେଶ ପାଇଁ ବାଛିବା ଆମେ ସାଂସଦ
ପ୍ରଦେଶ ପାଇଁ ଜଣେ ବିଧାୟକ
ଦୁଇଖଣ୍ଡ ଭୋଟ ଅଟେ ଅମୁଲମୂଲ
ଆମ ସ୍ବାଭିମାନର ଅଟଇ ଚିହ୍ନ
ଜମ୍ବେଶ୍ବରପୁର, ବାଲେଶ୍ବର
ନିଜ ପସନ୍ଦର ବାଛିବା ନେତା
ସଂସଦରେ ସେ ଦେବ ବାରତା
କହିବ ସେ ଆମ ଅଞ୍ଚଳ ଗାଥା
ସୁଖ ଦୁଃଖ ହାନୀ ଲାଭର କଥା
ନିଜ ହାତରେ ବଦଳାଇବା ଭାଗ୍ୟ
ଆମ ମୂଲକେ ଉଇଁବ ନବ ସୂରୂଜ
ନାହିଁ ରାଜତନ୍ତ୍ର ନାହିଁ ସେ ଦୁଃଖ
ଘରେ ଘରେ ଦେଖ ଫୁଟିଛି ହସ
ଆମ ହାତେ ଆମ ଶାସନ ଡୋରୀ
ଆମ ନାଆରେ ଆମେ ନାଉରି
ବଳିଆନ ଆମେ ଗଣତନ୍ତ୍ରକୁ ନେଇ
ଚୈଦଭୂବନେ ଡିଣ୍ଡିମ ବାଜଇ
ଯୁଗଯୁଗ ତପସ୍ୟାର ମିଳିଛି ଫଳ
ସେ ବଳିଦାନର କେ ଦେବ ମୂଲ
ଆମେ ଆସ ତାର ରଖିବା ଟେକ
ଭୋଟ ଦେଇ ବଢାଇବା ଯଶ
ନିଜ ଇଛାରେ ଦେବା ମାରି ମୋହର
କାହା କଥାକୁ ନାହିଁରେ ଡର
ଦେଶ ପାଇଁ ବାଛିବା ଆମେ ସାଂସଦ
ପ୍ରଦେଶ ପାଇଁ ଜଣେ ବିଧାୟକ
ଦୁଇଖଣ୍ଡ ଭୋଟ ଅଟେ ଅମୁଲମୂଲ
ଆମ ସ୍ବାଭିମାନର ଅଟଇ ଚିହ୍ନ
ଜମ୍ବେଶ୍ବରପୁର, ବାଲେଶ୍ବର
Sent from my Samsung Galaxy smartphone.
