
ମୋ ଗାଁର ପାଦ ଦେଇ
ବହିଯାଇଥିବା ସେହି ନଦୀକୁ ,
ସେ ଆଜି କାହାକୁ ଅପେକ୍ଷା ନ କରି
ଧୀର ନମ୍ର ସ୍ରୋତରେ ଚାଲୁଛି
ତାର ଲକ୍ଷ୍ୟ ସ୍ଥଳକୁ ।
ଠିକ୍ ସେହିପରି
ଅନେକ ବ୍ୟକ୍ତିଙ୍କ ଆଖିରେ
ମୁଁ ଆଜି ବଦଳିଯାଇଛି ,
କାହା ଆଖିରେ ମୁଁ ଗୋଟେ
ଯୌବନର ଯୁବକ ଟିଏ ତ
ଆଉ କାହା ଆଖିରେ ମୁଁ ଗୋଟେ
ବିଏ ପଢ଼ା ଛାତ୍ର ଟିଏ
ଆଉ କାହା ଆଖିରେ କେତେ ପ୍ରକାରର...
ନୂଆ ନୂଆ ଢ଼ଙ୍ଗରେ ମୋତେ
ଗ୍ରହଣ କରନ୍ତି ।
ବହିଯାଇଥିବା ସେହି ନଦୀକୁ ,
ସେ ଆଜି କାହାକୁ ଅପେକ୍ଷା ନ କରି
ଧୀର ନମ୍ର ସ୍ରୋତରେ ଚାଲୁଛି
ତାର ଲକ୍ଷ୍ୟ ସ୍ଥଳକୁ ।
ଠିକ୍ ସେହିପରି
ଅନେକ ବ୍ୟକ୍ତିଙ୍କ ଆଖିରେ
ମୁଁ ଆଜି ବଦଳିଯାଇଛି ,
କାହା ଆଖିରେ ମୁଁ ଗୋଟେ
ଯୌବନର ଯୁବକ ଟିଏ ତ
ଆଉ କାହା ଆଖିରେ ମୁଁ ଗୋଟେ
ବିଏ ପଢ଼ା ଛାତ୍ର ଟିଏ
ଆଉ କାହା ଆଖିରେ କେତେ ପ୍ରକାରର...
ନୂଆ ନୂଆ ଢ଼ଙ୍ଗରେ ମୋତେ
ଗ୍ରହଣ କରନ୍ତି ।
Sent from OPPO Mail
