ଆଜି ବାର୍'ରେ ଭାରି ଭିଡ଼ ଥିଲା । ଗୋଟେ ଟେବୁଲରୁ ଶସ୍ତା ବିଅର ପିଉ ପିଉ ଦି'ଟା ଟୋକା ଚିଲ୍ଲେଇଲେ , କନ , ଆପୋନ ମାନେ କୁସି ଟ... ପାଖ ଟେବୁଲରେ ଦାମୀ ରମ ପିଉଥିବା ଆଉ ଦି' ଟା ଟୋକା କହିଲେ , ହଁ ରେ ଚୌକିଦାର...ବାର୍ ଭିତରକୁ ପଶୁଥିବା ଆଉ ଦି' ଟା ଟୋକା ଭିତରୁ ଜଣେ ଆର ଜଣକୁ କହିଲା ,ଚାଲ ରେ ପପ୍ପୁ , ଏଠି ବହୁତ ଭିଡ , ଆଉ କୋଉ ବାର୍ ଦେଖିବା....॥
ଶ୍ୟାମାକିଙ୍କର ମହାନ୍ତି, ଆସିଷ୍ଟାଣ୍ଟ ମ୍ଯାନେଜର
ନୀଳାଚଳ ଇସ୍ପାତ ନିଗମ ଲିଃ,ଯାଜପୁର

