ଗଣନାଥ - ରମାକାନ୍ତ ମିଶ୍ର

0
ନମସ୍ତେ ଗଣନାଥ ଅଗ୍ରପୂଜ୍ୟ
ବିଦ୍ୟା ରାଜ୍ୟରେ ତୁମରି ସାମ୍ରାଜ୍ୟ
ବ୍ୟାସ ଦେବ ଖୋଜିଲେ ବ୍ୟକ୍ତି ଯୋଗ୍ୟ
ଥରକେ ଲେଖିବ ମହାଭାରତ ଭବ୍ୟ
ଲେଖି ଦେଲେ ମହାଭାରତ ସର୍ବ
ପୂର୍ଣ୍ଣ କରିଲେ ଅଷ୍ଟାଦଶ ପର୍ବ
ବୁଦ୍ଧିଦାତା ହେ ବିଘ୍ନ ବିନାଶକ
ଶକ୍ତ କର ଆମ ଭବିଷ୍ୟତ ସନ୍ତକ
ଆଜି ତୁମ ପୂଜା କରୁ ଭକ୍ତି ଭରେ
ଗଣନାଥ ଦୟାକର ଶ୍ରୀବୃଦ୍ଧିରେ |


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

Post a Comment

0Comments
Post a Comment (0)