
ଖାଲି ହୋଇ ରହିଗଲା
ଲେଖିବାର ଯିଏ ଥିଲା ଏ କାଗଜେ
ଛାଡି ଦେଇ ଚାଲିଗଲା ।
ଲେଖିବାର ଯିଏ ଥିଲା ଏ କାଗଜେ
ଛାଡି ଦେଇ ଚାଲିଗଲା ।
ପ୍ରେମ ର ନଅର ତୋଳିଥିଲା ସିଏ
ନିଜ ହାତେ ତାର ଗଢ଼ି
ସେହି ହାତେ ତାର ଭାଙ୍ଗିଦେଇ ଗଲା
ଚାଲି ଗଲା ମୋତେ ଛାଡ଼ି ।
ନିଜ ହାତେ ତାର ଗଢ଼ି
ସେହି ହାତେ ତାର ଭାଙ୍ଗିଦେଇ ଗଲା
ଚାଲି ଗଲା ମୋତେ ଛାଡ଼ି ।
କେତେ ଆଶା ସ୍ୱପ ଦେଇଥିଲା ମୋତେ
ମୁଁ ଯେ ତୁମ ରାଜରାଣୀ
ସେହି ରାଜରାଣୀ କୋଉଠି ହଜିଲା
ପାରେ ନାହିଁ ମୁଁ ଯେ ଜାଣି ।
ମୁଁ ଯେ ତୁମ ରାଜରାଣୀ
ସେହି ରାଜରାଣୀ କୋଉଠି ହଜିଲା
ପାରେ ନାହିଁ ମୁଁ ଯେ ଜାଣି ।
Sent from OPPO Mail
