ହୋଲି - ରଞ୍ଜନ କୁମାର ନାୟକ

0
ଫଗୁଣ ସାଥିରେ ନେଇ ଆସିଛି ରଙ୍ଗର ପର୍ବ ହୋଲି
ଧୋଇ ଦିଅ ମନରେ ଯେତେ ମାନ ଅଭିମାନ
ପ୍ରେମର ରଙ୍ଗ ପର୍ବ ଆସିଛି
ପୋଛି ଦିଅ ମନର ସବୁ ରାଗ ଅଭିମାନ
ରଙ୍ଗର ମେଲଣ ଏଇ ଖୁସିର ମେଲଣ
ରଙ୍ଗର ଶ୍ରାବଣେ ବର୍ଷା ହୁଏ ଖୁସିର
ଜୀବନ ର ଆମ କଳଙ୍କିତ ଅଧ୍ୟାୟ 
ଧୋଇ ଦେଉ ଫଗୁ ରଙ୍ଗ ଏ ହୋଲିରେ
ରାଗ ଋଷା ଭୁଲି ବୋଳି ଦିଅ ଥରେ
ଫଗୁର ପିରତି ରଙ୍ଗ ଏ ହୋଲିରେ

Post a Comment

0Comments
Post a Comment (0)