ପିତୃ କୁଳେ ଜନ୍ମି ସେବା ପରଷଇ
ବୋଲାଇ ଭଗ୍ନୀ ଦୁହିତା
ସେ ଦୁହିତା ପୁଣି ପର ଗୋତ୍ରୀ ଜୟା
ଜନନୀ ରେ ପରିଚିତା
ସ୍ନେହ ମମତାର ମାପ ଦଣ୍ଡ ନାହିଁ
ବୋଲାଏ ଜଗତ ଜିତା
ନିଜ ସନ୍ତାନ କୁ ଗର୍ଭରେ ଧରଇ
ଅମାପ ତା ସହିଷ୍ଣୁତା
ଦୟାର ସାଗର ନିଃ ସ୍ୱାର୍ଥ ପର
ହୃଦେ ନାହିଁ ଆବିଳତା
ଲାଭ କ୍ଷତି ର ହିସାବ ରଖିନି
କର୍ତ୍ତବ୍ୟ ପରାୟଣ ତା
ଅବର୍ଣ୍ଣନିଅ ତା ବlତ୍ସଲ୍ୟ ପ୍ରେମ
ପ୍ରାପ୍ତ କଲେ ସ୍ରୁଷ୍ଟି କର୍ତ୍ତା
କାରିଗର ପରି ଗଢଇ ସନ୍ତାନ
ଜ୍ଞାନ ଗୁଣେ ନିପୁଣତା
ସଂସାର ଜଂଜାଳ ପରିଚାଳନାରେ
ଦକ୍ଷତା ରେ ନିପୁଣତା
ମାରିଛି କି କିଏ ଅବା ମାପି ପାରେ
ତା ହୃଦୟର ଗଭୀରତା
ଅର୍ଦ୍ଧlଙ୍ଗିନୀ ସାଜି ସେବା ପରସଇ
ଖ୍ୟାତି ପଣେ ପତିବ୍ରତା
କୂଳ ବଧୂ ସାଜି ପରିଜନ ପାଶେ
ସ୍ରୁଷ୍ଟି କରେ ଆତ୍ମୀୟ ତା
ଧନ୍ୟ ସେହି ନାରୀ ଧନ୍ୟ ତାର ତ୍ୟାଗ
ଧରା ପଣେ ସହିଷ୍ଣୁତl
ବୋଲାଇ ଭଗ୍ନୀ ଦୁହିତା
ସେ ଦୁହିତା ପୁଣି ପର ଗୋତ୍ରୀ ଜୟା
ଜନନୀ ରେ ପରିଚିତା
ସ୍ନେହ ମମତାର ମାପ ଦଣ୍ଡ ନାହିଁ
ବୋଲାଏ ଜଗତ ଜିତା
ନିଜ ସନ୍ତାନ କୁ ଗର୍ଭରେ ଧରଇ
ଅମାପ ତା ସହିଷ୍ଣୁତା
ଦୟାର ସାଗର ନିଃ ସ୍ୱାର୍ଥ ପର
ହୃଦେ ନାହିଁ ଆବିଳତା
ଲାଭ କ୍ଷତି ର ହିସାବ ରଖିନି
କର୍ତ୍ତବ୍ୟ ପରାୟଣ ତା
ଅବର୍ଣ୍ଣନିଅ ତା ବlତ୍ସଲ୍ୟ ପ୍ରେମ
ପ୍ରାପ୍ତ କଲେ ସ୍ରୁଷ୍ଟି କର୍ତ୍ତା
କାରିଗର ପରି ଗଢଇ ସନ୍ତାନ
ଜ୍ଞାନ ଗୁଣେ ନିପୁଣତା
ସଂସାର ଜଂଜାଳ ପରିଚାଳନାରେ
ଦକ୍ଷତା ରେ ନିପୁଣତା
ମାରିଛି କି କିଏ ଅବା ମାପି ପାରେ
ତା ହୃଦୟର ଗଭୀରତା
ଅର୍ଦ୍ଧlଙ୍ଗିନୀ ସାଜି ସେବା ପରସଇ
ଖ୍ୟାତି ପଣେ ପତିବ୍ରତା
କୂଳ ବଧୂ ସାଜି ପରିଜନ ପାଶେ
ସ୍ରୁଷ୍ଟି କରେ ଆତ୍ମୀୟ ତା
ଧନ୍ୟ ସେହି ନାରୀ ଧନ୍ୟ ତାର ତ୍ୟାଗ
ଧରା ପଣେ ସହିଷ୍ଣୁତl

