
ମୁନୁଷ୍ ଜୀବନ ତ ଏ ପାଏନ ଫୁଟକା୍
ଯିବା କେତେବେଳେ ବି ଫାଟି
ସବୁ ତ ରହେଲା ସମିଆଁ ର ହାତେ
ଆତ୍ମା ସିନେ ଅମର ଏ ଦିହି ମିଶବା ମାଟି
ଯେତେ ବଡ଼ ହଉ ନି ଯେ ଇ ଦୁନିଆ
ତାହାକେ ହାତମୁଠା ଥି ରଖିଛେ ସମିଆଁଁ
ଯେତେଦିନ ରହେଲେ ବି ଇ ସଂସାରେ
ହେଲେ ଆମେ ଆଉ ତ ତାର କୁନିଆଁଁ
ଜୀବନ ତ ଏ ଗୁଟେ ରେଳଗାଡି
ବନେ କରି ସୋର ରଖିଥା
ସମିଆ ସରଲେ୍ ସେ ଛାଡ଼ବା
ଷ୍ଟେସନ୍ ଇଟା ମନେ ରଖିଥା
ସମିଆ ନୁହେ ସେ ସାହେବ୍
ସପନ୍ କି ଛୁଆଦିନ ର ଖେଳ
ଏ ଇଟା ଗୁଟେ ସୁରୁଟେ ରେଳ
ମାଡ଼ିଆସୁଛେ ଇଟା ନେ କରି ବେଳ
ସବୁ ତ ଏ ସମିଆଁ ର ଖେଳ
ସବୁ ତ ଏ ସମିଆଁ ର ଖେଳ୍.......
ଧର୍ମରାଜ ମହାମଲ୍ଲିକ
କୁଶୁର୍ଡା, ବରଗଡ଼
