ଅନ୍ତଃସ୍ୱରର ଡାକ - ପ୍ରତାପ ନାୟକ

0
ଅନ୍ତଃସ୍ୱରର ଡାକ ନିର୍ଲଜ କଲାଣି ମୋତେ ନା ଗୁମୁରି ପାରୁଛି ନା କରୁଛି ଚିତ୍କାର ସମ୍ପର୍କ ନାଁ ରେ ଅଳପେଇସା ବୟସ ଥଟ୍ଟାକରେ ଫେରିବାରେ ବି ମଜା ଅଛି ଫୁଲର କଣ୍ଟା ପୁଣି ନରମ ସେଜ ହାତ ଯୋଡନ୍ତି ଆଉ କରନା ବିବସନା ଆଉ କରନା ବିବସନା ପୁଣି ମାରନା ଚାବୁକ୍ ବୋହିବାକୁ ଦିଅ ଯେଝା ମତେ ବୋହିବାକୁ ଦିଏ ନାନା ମତେ ନିରବଛିନ୍ନ ହସ ଅବୁଝା ଗଣିତ ଚୋପାଛଡା ଦାମ୍ଭିକତା ଛାତି ତଳର ଅନାବନା ବନ୍ଧନ ଛିଡୁ ଛିଡୁ ନିଆଁ ଲଗା କାରୁକାର୍ଯ୍ୟ ଭରା ସପନ ସ୍ଫୁରୁ ଅନ୍ତଃସ୍ୱରର ଡାକ ଗୁମୁରୁ ଅବା କରୁ ଚିତ୍କାର.....

Post a Comment

0Comments
Post a Comment (0)