
ଦେବି ବୋଲି ଜଣଂକୁ ପିନ୍ଧେଇ
ସମୟ ଓ ଠିକଣା ଭୁଲିଲି
ଗୋଲାପ ଚାହିଁଲା ତମ ପରି ସୁନ୍ଦର ହେବାକୁ
ଝାଁଉଳି ଲତା ଶିଖୁଥିଲା ତମ ଲାଜ
ଜହ୍ନର ଜୋଛନା ସବୁ ନେସି ହେଇଗଲା
ସମସ୍ତେ ମାଗିଲେ ମତେ ତମ ଉପମା କାଣିଚେ
ଯାଚି କରି ଦେବାକୁ ମୋ ଇଚ୍ଛା ହେଲା ନାହିଁ
ଡକ୍ଟର ନୀଳମାଧବ କର
ଓଲଭର୍ହାମପଟନ୍, ଇଉନାଇଟେଡ କିଙ୍ଗଡମ

[Use latest version of web browsers for better optimization & browsing experience of this website.]