
ଅପେକ୍ଷା !!
ନିଶା ନୁହଁ,
ମୋ ହୃଦୟର ନିଷ୍କଳଙ୍କ ପରିଭାଷା,
ତୋତେ ମୋ ମଧ୍ୟେ ବଞ୍ଚାଇ ରଖିବାର ସମସ୍ତ ପ୍ରୟାସ
ଓ ଇଛା ଏବଂ ଅଭିଳାଷ,
ରୋମନ୍ଥନ
ମୋ ସମସ୍ତ ପୌରୁଷ
ଶିରା ଧମନୀ ଓ ହୃତପିଣ୍ଡ
କହିବାକୁ ତୋତେ ଭଲପାଇ
ଓ ମୁହୂର୍ତ୍ତେ ଦେଖିବା ପାଇଁ
ଛଟପଟ ହୋଇ ॥
Purna Chandra Bhuyan

[Use latest version of web browsers for better optimization & browsing experience of this website.]