ଉତ୍ତର - ରମାକାନ୍ତ ମିଶ୍ର

0

କର ପ୍ରଯତ୍ନ ହଜାର
ଅନ୍ଧକାର ରେ ଛାୟାର
ବୃଦ୍ଧାବସ୍ଥାରେ କାୟାର
ଶେଷ ସମୟରେ ମାୟାର
ସାଥି ଦିଏ ନାହିଁ କାହାର
କର୍ମ କଲେ ଫଳ ମିଳେ
ଆଜି ନହେଲେ କାଲି ମିଳେ
କୂଅ ହୁଏ ଯେତେ ଗଭୀର
ଜଳ ହୁଏସେତେ ମଧୁର
ଜୀବନର ପ୍ରତ୍ୟେକ ପ୍ରଶ୍ନର
ଜୀବନରୁ ମିଳିଥାଏ ଉତ୍ତର ।

ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮  
ଶୈଳଶ୍ରୀ ବିହାର, ଭୁବନେଶ୍ୱର - ୭୫୧୦୨୧ 
ଭ୍ରାମ୍ୟଭାଷ : ୯୯୩୭୨୬୮୦୧୨

Post a Comment

0Comments
Post a Comment (0)