ପରିସ୍ଥତି - ରମାକାନ୍ତ ମିଶ୍ର

0

କଷ୍ଟପୂର୍ଣ୍ଣ ପରିସ୍ଥିତି କୁ ପାର ନ କରି
କେହି ଭଲ ପରିସ୍ଥିତି କୁ ପାରିନି ଧରି
ପ୍ରସ୍ତୁତ ରୁହ ଜୀବନରେ କିଛିବି ହେବାକୁ
ଯେ କୌଣସି ପରିସ୍ଥିତି ସାମ୍ନା କରିବାକୁ
ବିଜୟୀ ମାନେ ପରିତ୍ୟାଗ କରନ୍ତି ନାହିଁ
ପରିତ୍ୟାଗୀ ମାନେ ବିଜୟୀ ହୁଅନ୍ତି ନାହିଁ |

ରମାକାନ୍ତ ମିଶ୍ର

Post a Comment

0Comments
Post a Comment (0)