
ମଧୁରତା !
ମୁହଁରେ ମିଶିଲେ ସ୍ବାଦ ହୁଏ
ହୃଦୟରେ ମିଶିଲେ ପ୍ରେମ ହୁଏ
ମୌସୁମୀରେ ମିଶିଲେ ରିତୁ ହୁଏ
ସଂବନ୍ଧରେ ମିଶିଲେ ସୁଂଦର ହୁଏ
ଜୀବନରେ ମିଶିଲେ ସ୍ବର୍ଗ ହୁଏ |
ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର
ଭୁବନେଶ୍ୱର - ୭୫୧୦୨୧
ଭ୍ରାମ୍ୟଭାଷ : ୯୯୩୭୨୬୮୦୧୨

[Use latest version of web browsers for better optimization & browsing experience of this website.]