କୌଣସି ଲୋକକୁ ଦୋଷ ଦେବାନି ଜୀବନରେ
ଉତ୍ତମ ଲୋକମାନେ ଖୁସି ଦିଅନ୍ତି ମନରେ
ଅଧମ ଲୋକମାନେ ଅନୁଭବ ପ୍ରଦାନ କରନ୍ତି
ଅତି ଅଧମ ଲୋକମାନେ କିଛି ଶିଖ୍ୟା ଦିଅନ୍ତି
ଅତି ଉତ୍ତମ ଲୋକମାନେ ମନରେ ହିଁ ରହନ୍ତି
ବ୍ୟକ୍ତି ନୁହେଁ ପୂଜା କରନ୍ତୁ ବ୍ୟକ୍ତିତ୍ତ୍ବର
ବ୍ୟକ୍ତି ଚାଲିି ଯିବ ବ୍ୟକ୍ତିତ୍ବ ରହେ ଅମର |
ରମାକାନ୍ତ ମିଶ୍ର, ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର ଭୂବନେଶ୍ୱର - ୭୫୧୦୨୧
ବ୍ୟକ୍ତିତ୍ବ - ରମାକାନ୍ତ ମିଶ୍ର
September 22, 2018
0
