ଭାଗ୍ୟ ଭଗବାନ - ରମାକାନ୍ତ ମିଶ୍ର

0
ଭଗବାନ ଆଉ ନିଜ ଭାଗ୍ୟକୁ
ଦୋଷ ଦେବା ଆଉ କେତେ ଦିନକୁ ?
ଗଡେଇ କି ଚାଲିବା ନିଜ ଜୀବନ
ଆମେ ମାଲିକ ନିଜେ ନିଜ ଜୀବନ
ଚାଳକ ଆମେ ନିଜେ ନିଜ ଜୀବନ
ଦୋଷ ଦେଇ କି ଲାଭ ଭାଗ୍ୟ-ଭଗବାନ I


ରମାକାନ୍ତ ମିଶ୍ର

Post a Comment

0Comments
Post a Comment (0)