ବୟସ୍କ - ରମାକାନ୍ତ ମିଶ୍ର

0
କିଛି ସମୟ ବସ ବୟସ୍କଂକ ପାଖରେ
ଅନେକ ଅଜଣା ଦେଖିବ ତାଂକ ଆଖିରେ
ଅନେକ ଅନୁଭୁତି ପାଇବ ତାଂକ ପାଖରେ
ଅନେକ କଥା ଜାଣିବ ବିନା ମୂଲ୍ୟରେ
ସବୁ ଜିନିଷ ଗୁଗୁଲ ସର୍ଚରେ ମିଳେ ନାହିଁ
ଗୁଗୁଲ ସହିତ ବୟସ୍କଂକ ତୁଳନା ନାହିଁ |


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀବିହାର, ଭୂବନେଶ୍ୱର - ୭୫୧୦୨୧

Post a Comment

0Comments
Post a Comment (0)