ସ୍ମୃତି - ପ୍ରକାଶ କୁମାର ସାହୁ

0

ତୁମରି ସ୍ମୃତି ରେ ରଚି ଦେଇଗଲି
ମୋ ହୃଦେ ତୁମର ନା
ସେଇ ସ୍ମୃତଟିକୁ ସାଇତି ରଖିଛି
ଜଗତେ ବଞ୍ଚିବା ଯାଏଁ ll
ସ୍ମୃତିର ମଧୁରେ ଗାଏ କେତେ ଗୀତ
ନିତି ଦିବସେ ରାତି
ତୁମେ ଦେଇ ଥିବା ସେଇ ସ୍ମୃତିରେ ମୁଁ
କେତେ ଯେ କବିତା ଲେଖେ ll
ତାକୁ ଧରି ଯେବେ ଲେଖିଲେ କବିତା
ତୁମ କଥା ମନେ ପଡେ
ତୁମେ ଥିଲ ମୋର ଶରୀର ଅଙ୍ଗଟେ
ପ୍ରତି ମୁହୂର୍ତ୍ତରେ ମନେପଡ ସତେ ll
ଦିନ ପରେ ଦିନ ଅପେକ୍ଷା କରେ ମୁଁ
ମାସ ବିତି ଯାଏ ବର୍ଷ
ତୁମ ଅପେକ୍ଷାରେ ବସିଥାଏ ନିତି 
ପଥକୁ ମୁଁ ଦେଖି ଦେଖି ll
ପ୍ରତି ମୁହୂର୍ତ୍ତେ ମନେ ପଡ ସତେ
ତୁମେ ଦେଇଥିବା ସ୍ମୃତି
ତୁମେ ଦେଇଥିବା ସ୍ମୃତି  ll
  
ସିଭିଲ କୋର୍ଟ,  ବଲାଙ୍ଗୀର
ମୋ - ୬୩୭୦୨୪୯୫୬୪

VOL.IX,  ISSUE.IX,  SEPTEMBER-2025

Published By Banamallira Mahak

Post a Comment

0Comments
Post a Comment (0)