କାହାରି ଫେସବୁକ ପୋଷ୍ଟରେ
ଖାଲି ଲାଇକ ଟାଏ କରିବା ଭଲ
ଯଦି କେବେ କମେଣ୍ଟ ଦେବାର
ଦୁଃସାହସ କଲ ତୁମେ ଗଲ
ବିନା କାରଣରେ ଅଜାଣତରେ
ଶତ୍ରୁ ଗୋଟିଏ ସୃଷ୍ଟି କଲ ।
ରମାକାନ୍ତ ମିଶ୍ର
[Use latest version of web browsers for better optimization & browsing experience of this website.]