କାଳିଆ - ରାମାକାନ୍ତ ମିଶ୍ର

0
ହାତ ପାଦ ସବୁ ଆମକୁ ଦେଇ
କାଳିଆ ବସିଛି ମାଦଳ ହୋଇ
ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ
ବିନା ପଲକରେ ରହିଛି ଚାହିଁ
ଚକା ନୟନରେ ପଲକ ନାହିଁ
ଦେଖୁଛି ସଭିଙ୍କୁ ସମାନ ଥାଇ
ଚକା ନୟନ ଦେଖନ୍ତି ସମ ନୟନେ
କରୁଛନ୍ତି କି ସର୍ବେ କାମ ଏକା ମନେ
ସଭିଙ୍କ କାମ ଆଗରୁ ସ୍ଥିର
ଚାଲିବା ସେ ବାଟେ ନ ହୋଇ ଅସ୍ଥିର ।


ରମାକାନ୍ତ ମିଶ୍ର

Post a Comment

0Comments
Post a Comment (0)