ମାଟି ପ।ତ୍ର କୁ ପଚାରା ଗଲା
ସବୁ ପରିସ୍ଥିତିରେ ଶାନ୍ତ କେମିତି ?
ମାଟି ପ।ତ୍ରଟି ସଂକ୍ଷେପରେ କହିଲା
ମୁଁ ମୋ ନିଜ ଭିତରେ ହିଁ ରୁହେ
ମୁଁ ଜ।ଣେ ମାଟିରୁ ମୋ ଜନ୍ମ
ମାଟିରେ ହିଁ ହେବି ଵିଲୀନ
ତେବେ ଅଶାନ୍ତ ହେବି କାହିଁକି ?
ରମାକାନ୍ତ ମିଶ୍ର
[Use latest version of web browsers for better optimization & browsing experience of this website.]