ଜଗନ୍ନାଥ - ରମାକାନ୍ତ ମିଶ୍ର

0
ଯେତିକି ପାଉଣା ସେତିକି ପାଇବ
ତା ସହିତ କର୍ମ କରିବାକୁ ହେବ
କର୍ମ ହିଁ ଧର୍ମ କର୍ମ ହିଁ ସର୍ବ
କର୍ମ ବିନା ହେବ ସବୁ ଅଥର୍ବ
କର୍ମ ପାଇଁ ଦେହ ଆଉ ହାତ ପାଦ
ଜଗନ୍ନାଥ ଦେଲେ ନିଜ ହାତ ପାଦ
ଜଗନ୍ନାଥଙ୍କର ନାହିଁ ହାତ ପାଦ
ତାଙ୍କ ହାତ ପାଦ ଆମ ଜଗନ୍ନାଥ
ହାତ ପାଦକୁ ଲଗାଇଲେ କାମେ
ପୁଣ୍ୟ ହୁଏ ଜଗନ୍ନାଥଙ୍କ ନାମେ ।


ରମାକାନ୍ତ ମିଶ୍ର

Post a Comment

0Comments
Post a Comment (0)