କେହି ବି ଆମକୁ ବୁଝିବାରେ
ସାହାଯ୍ୟ କରନ୍ତା
ଆମେ ଯେଉଁ ପୃଥିବୀରେ ବାସ କରୁଛୁ
ତାହା କେତେ ସୁନ୍ଦର
କେହି ବି ଆମକୁ ଜଣାଇ ବାରେ
ସାହାଯ୍ୟ କରନ୍ତା
ଆମେ ମାନେ କେତେ ସୁନ୍ଦର ପ୍ରାଣୀ
ଏ ପୃଥିବୀରେ
ସେହି ମାନଙ୍କୁ ଯଦି ଆମେ
ଖୋଜି ପାଆନ୍ତେ ତେବେ
ପୃଥିବୀ ସ୍ୱର୍ଗ ପାଲଟି ଯାଆନ୍ତା I
ରମାକାନ୍ତ ମିଶ୍ର
[Use latest version of web browsers for better optimization & browsing experience of this website.]