ଭଲI ଏମିତି କିଛି ହୁଅନ୍ତା
ଯେଉଁଥିରେ ଅହଂ ବୁଡି ଯIନ୍ତା
ମତ ଭେଦର ବାଡ଼ ନ ଥାନ୍ତା
ଅହଂକାର ଉଭାନ ହୁଅନ୍ତା
କ୍ରୋଧ ମୂଳରୁ ତରଳି ଯIନ୍ତI
ଘୃଣା ଦୂରୀଭୂତ ହୋଇଯାନ୍ତା
ସବୁ ମୁଁ ର ଆମେ ହୋଇଯାନ୍ତା I
ରମାକାନ୍ତ ମିଶ୍ର
[Use latest version of web browsers for better optimization & browsing experience of this website.]