ମୂଲ୍ୟ ସୁଚକାଙ୍କ - ରମାକାନ୍ତ ମିଶ୍ର

0
ପିଲା ମାନଙ୍କୁ ଧନୀ ହେବାକୁ
ଶିକ୍ଷା ଦିଅନ୍ତୁ ନାହିଁ
ପିଲା ମାନଙ୍କୁ ଖୁସି ରହିବାର
କଲା ଶିଖାଇ ଦିଅନ୍ତୁ
ତେବେ ସେମାନେ ବଡ଼ ହେଲେ
ଜିନିଷର ପ୍ରକୃତ ମୂଲ୍ୟ ବୁଝି
ପାରିବା କୁ ସକ୍ଷମ ହେବେ
ତାଙ୍କୁ ଆଉ ଜିନିଷର ମୂଲ୍ୟ
ସୁଚକାଙ୍କ ଦେଖି ବାକୁ ପଡିବ ନାହିଁ I


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨

Post a Comment

0Comments
Post a Comment (0)