ଭସା ମେଘ - ରୀତା ଅପରାଜିତl ମହାନ୍ତି

0

ମୁଁ ଏମିତିକା ଭସା ମେଘ
ନୀଳ ଆକାଶରେ
ଭାଷିବୁଲୁଥାଏ
ଝରଣା କି ଧରା ରେ
ଝରିବାର ନାହିଁ ମୋ ଆଶ।
ମୁଁ ଚାହେଁ ବର୍ଷିବାକୁ
ସରମି ଲତାଟିଏ
ତୁମେ ହସିପାର ଏ କେମିତିକା
ଭସା ମେଘ




ଆମ୍ରପଲ୍ଲୀ, ଶୈଳଶ୍ରୀବିହାର, ଭୁବନେଶ୍ଵର,
ମୋ- ୯୩୩୮୫୮୪୮୫୭

Post a Comment

0Comments
Post a Comment (0)