ଦେଖାହେଲେ ତୁମେ ସାଥି
ଅଧର ରଙ୍ଗରେ ରଙ୍ଗେଇ ଦେଲ
ସମ୍ପର୍କରେ ଦେଲ ବାନ୍ଧି...॥
ସମ୍ପର୍କରେ ବନ୍ଧା ଜୀବନଟା ଆମ
ପାଇଛି ତୁମରି ସ୍ବର୍ଶ
ବୁଝେନା ଏ'ମନ କାହିଁକି କେଜାଣି
ରହିବକି ଅବଶୋଷ...॥
ମଶାଣି ବୁଝେନା ସମ୍ପର୍କର ଅର୍ଥ
ମନ ହୃଦୟର ଭାଷା
ଜୀବନେ ତୁମକୁ ପାଇବା ପାଇଁକି
ମନେ ମୋର ଅଭିଳାଷ...॥
ବେଗୁନିଆପଡା଼ବ୍ଳକ, ତିରିଡା଼, ଗଞ୍ଜାମ
