
ତାରା ଫୁଲ
ତୋଳିବାର ଆଶା କରି
ମନ ମୋ ଉଦାସ ଲାଗେ ।
ମାଟି ର ମଣିଷ ମୁଁ
ତୁମକୁ କଣ ଛୁଇଁ ପାରିବି
ତଥାପି ବେଳେ ବେଳେ
ତୁମକୁ ଛୁଇଁବାକୁ
ଶୂନ୍ୟ ରେ ହାତ ବଢ଼େଇଦିଏ
ତୁମକୁ ଟିକେ ଛୁଇଁ ଦେବାକୁ
ପ୍ଳଟ ନଂ - ୮୩/ସି, ଆମ୍ରପଲ୍ଲୀ,
ଶୈଳଶ୍ରୀବିହାର, ଭୁବନେଶ୍ଵର
ଶୈଳଶ୍ରୀବିହାର, ଭୁବନେଶ୍ଵର

[Use latest version of web browsers for better optimization & browsing experience of this website.]