ବାପା - ହୃଷିକେଶ ଜାଲି

0
ଅଚଳ ମହାମେରୁ
ଅତଳ ସାଗର
ସ୍ରୋତସ୍ୱିନୀ ଧାର
କରୁଣାର ମୂର୍ତ୍ତିମନ୍ତ
ବିଶ୍ୱାସର ଅମୃତଧାରା
ମୋ ବାପା
ସ୍ୱର୍ଗ ଠାରୁ ଅତୀବ ମହାନ
ଜନ୍ମ ଜନ୍ମ କଳ୍ପଜନ୍ମ
ପରେ ବି
ସୁଝି ହୁଏ ନାହିଁ
ପିତୃତ୍ୱ ଋଣ ।



ମୁନିଗୁଡା, ରାୟଗଡ, ଓଡ଼ିଶା
ଦୂରଭାଷ: ୯୪୩୭୭୪୮୪୫୬

Post a Comment

0Comments
Post a Comment (0)