
କାହିଁ କେତେଦୂରେ ଚାଲିଗଲ ତୁମେ
ଖୋଜୁଛି ମୁଁ ନିତି ଆଜି
ମୋ ମନ ନୀଡରେ ବସା ବାନ୍ଧିଥିଲ
କେଉଁଆଡେ ଗଲ ହଜି ॥
ଭେଟ ହୋଇଥିଲ ନିବୁଜ ସନ୍ଧ୍ୟାରେ
ସାଜି କେଉଁ ପଥିକଟେ
ଠିକଣା ମାଗିଲେ ପାନ୍ଥଶାଳାକୁ
ଦେଇ ତ ପାରେନା ମତେ ॥
ସାଜି କେଉଁ ପଥିକଟେ
ଠିକଣା ମାଗିଲେ ପାନ୍ଥଶାଳାକୁ
ଦେଇ ତ ପାରେନା ମତେ ॥

[Use latest version of web browsers for better optimization & browsing experience of this website.]