
ତୁମ ଆଇନା ରେ ମୁଁ ଲୁଚି ରହିପାରନ୍ତି କି ?
ତୁମ ରୂପପସରାରେ ନିଜକୁ ହଜlଇ ଦିଅନ୍ତି
ତୁମ ମହମହ ଗଜରାରେ
ମୁଁ ମତେ ଖୋଜୁଥିବି
ତୁମେ ସଜ ହେଲେ
ରାତିରେ ବି ସୂର୍ଯ୍ୟ ଉଇଁଲା ପରି ଲାଗେ
ତୁମେ ଋଷିଲେ ଜହ୍ନ ବି ମୁହଁଫୁଲାଇ ଵସେ ।
ତୁମ ଆଇନାର କେତେ ଭାଗ୍ୟ
ନିତି ତୁମକୁ ଦେଖୁଛି
ତୁମ ରୂପର ଅମୃତ ଚାଖୁଛି
ତୁମ ଆଇନା ଭିତରେ ମୁଁ ଲୁଚି ରହିପାରନ୍ତି କି...
ରୀତା ଅପରlଜିତା ମହାନ୍ତି, ଭୁବନେଶ୍ୱର,
ମୋ- ୯୩୩୮୫୮୪୮୫୭
ମୋ- ୯୩୩୮୫୮୪୮୫୭
0 Comments
You can write now your valuable comments here. Off-topic comments may be removed or deleted without prior notice.