ଇକନ ମିକନ ଚକନ ଚାଇଁ,
ଆସିଅଛି ଆଜି ଦୋଳ ପୁନେଇଁ ।
ଦୋଳରେ ଝୁଲୁଛି କଳା କହ୍ନେଇଁ,
ହୋଲି ଖେଳ ଆଜି ଦେଲା ଜମେଇ ।
ସମସ୍ତେ ଏକାଠି ଖେଳିଲେ ହୋଲି,
ନାନା ରଙ୍ଗ ଫଗୁ ହୋଇଲେ ବୋଳି ।
କେତେ ମଜା ଏଇ ରଙ୍ଗୋଲି ଦୋଳ,
ଆନନ୍ଦର ରଙ୍ଗେ ଦେଉଛି ଖେଳ ।




ଶୁଭକାନ୍ତ ସାହୁ (ଶିକ୍ଷକ)
ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଞ୍ଜାମ
ମୋବାଇଲ୍-୯୮୬୧୭୩୨୨୫୬