ତୁମେ ପାଶେ ଥିଲେ କେତେ ଯେ ଆନନ୍ଦ
କେ କରି ପାରିବ କଳି
ତୁମ ହାତ ସ୍ପର୍ଶ ମୋ ଦେହେ ବାଜିଲେ
ମନ ପଡଇ ଉଛୁଳି
ହୃଷୀକେଶ ପାଢୀ
ବୋଳକଣା, ଡେଲାଙ୍ଗ, ପୁରୀ
ହୃଷୀକେଶ ପାଢୀ
ବୋଳକଣା, ଡେଲାଙ୍ଗ, ପୁରୀ
[Use latest version of web browsers for better optimization & browsing experience of this website.]