ମୁଁ ଚାହୁଁ ନଥିଲି
ମୋ' ଚରିତ୍ର ଉପରେ ନଜର ଉଟାଇ
କେହି ପଦେ କହୁ ।
ସେଇଥିପାଇଁ ତ ପ୍ରିୟତମାକୁ କଥା ଦେଇଥିଲି
ଛୁଇଁବିନି ବୋଲି।
ଅଥଚ.... ସେ ବୁଝିପାରିଲାନି,
ମୋ' ଅଜାଣତରେ ଅବେଳରେ
ପାଦ ଖସାଇଦେଲା ଅବାଟରେ।
ଆଉ ଶେଷରେ...
ମୁଁ ହୋଇଗଲି ଚରିତ୍ରହୀନ ।




ସତ୍ୟବ୍ରତ ସାହୁ,
ପଲ୍ଲାସାହି, କମାଳପୁର, ଅହିୟାସ, ଯାଜପୁର,
ମୋ- ୯୩୩୮୧୬୫୬୧୯