କବି - ସତ୍ୟରଞ୍ଜନ ଦାସ

0
ଫୁଲ.. ମାଳୀର
ଈଶ୍ୱର.. ବଡପଣ୍ଡାର
ଚନ୍ଦ୍ର, ସୂର୍ଯ୍ୟ.. ଆକାଶର
ପାହାଡ, ଜମି, ଜଳ, ସଂପଦ.. କମ୍ପାନୀର
ପୃଥିବୀ ମଝିରେ ଠିଆ ହୋଇଛି ଜଣେ..
ଏସବୁକୁ କହୁଛି ମୋର ମୋର !!!
ତାକୁ ପାଗଳ ନ କହି
ତମେ କବି କହି ପାର !!!



ସତ୍ୟରଞ୍ଜନ ଦାସ, ଦେଓକରଣ ବିଦ୍ୟାପୀଠ, ଲାଠିକଟା, ସୁନ୍ଦରଗଡ

Post a Comment

0Comments
Post a Comment (0)