କୋଠରୀ ଭିତର ଅନ୍ଧକାର
ଦୈତ୍ୟର ଗର୍ଜନ ସ୍ବର,
ଲୋତକ ଭରା ନୟନରେ
ଧାର ଧାର ଅଶ୍ରୁ ମୋର !

କେମିତି ଦେଖାଇବି କାହାକୁ କହିବି
ଏ ନିର୍ଜନ ଯନ୍ତ୍ରଣା ର ଚିତ୍କାର,
ଚାହିଁପାରିଲେ ବି କହି ପାରେନା
ନିଜ ଲୋକ ଏବେ ପର !



ନିର୍ଲୋଭ ଭରା ଜୀବନରେ
ସେଭଗବାନ ଏକା ସାହା ମୋର
ଆଉ ବଂଚିବାକୁ ଇଚ୍ଛା ନାହିଁ,
ଶେଷ ଠିକଣା ମୋର "ସ୍ୱର୍ଗଦ୍ୱାର" !!!




କବି ସତ୍ୟରଞ୍ଜନ ଦାସ, ଦେଓକରଣ ବିଦ୍ୟାପୀଠ
ଲାଠିକଟା, ସୁନ୍ଦରଗଡ, ମୋ: ୯୦୯୦୭୪୦୫୦୧