ନିହାର ରଞ୍ଜନ ଆଚାର୍ଯ୍ୟ
ଶୈଳଶ୍ରୀ ବିହାର, ଭୁବନେଶ୍ୱର
ମୋ ଓଠରେ ମୁଠା ମୁଠା
ଦୁଃଖର ଜମାଟ,
ମୋ ହୃଦୟରେ ବିରହୀ
କପୋତିର ଡାକ,
ମୋ ଚକ୍ଷୁରେ ଲୋତକର
ବେରିଂ ପ୍ରଣାଳୀ,
ମୋ ମୁଖମଣ୍ଡଳ ଉଦାସୀନତାର
ଉଦାହରଣ,
ମୁଁ ବୋଧହୁଏ ଗିନିଜ ରେକର୍ଡର
ସର୍ବଶ୍ରେଷ୍ଠ ପ୍ରେମିକ ॥
ସର୍ବଶ୍ରେଷ୍ଠ ପ୍ରେମିକ - ନିହାର ରଞ୍ଜନ ଆଚାର୍ଯ୍ୟ
February 02, 2018
0
