ବରଦା ପ୍ରସାଦ ରଥ, ରାୟଗଡା
ପ୍ରଥମରୁ କହିଥିଲି.........
ତୁମେ ମୋର ସବୁଠାରୁ ଭଲ
ଜାଣେ, କେବେ ହେବନି.........
ମୋ ପାଇଁ ତୁମେ କାଶତଣ୍ଡି ଫୁଲ !
ପଚାରିଲ ପ୍ରଶ୍ନ ....?
ଦିନେ କଣ ଅଛି ତୁମ ମନରେ ଆବେଗ... ।
ଇଚ୍ଛା ନଥିଲେ ବି କହିବାକୁ ବାଧ୍ୟ ହେଲି,
ସମୟ ଦେଲା ମୋତେ ସୁବର୍ଣ୍ଣ ସୁଯୋଗ ।
ବାଧ୍ୟ ମୋତେ କରିଥିଲା ବିଧି,
କିନ୍ତୁ, କିଛି ସମୟପରେ......
ଦେଲା ସତ୍ୟର ସମାଧି ।
ଜୀବନଟା ସମର୍ପଣ କରିହୁଏ.....
ତାହାକୁ... ଯିଏ ବୁଝିଥାଏ ଜୀବନର ମୂଲ୍ୟ
ଏହା ଥିଲା, ହୃଦୟର ଦିବ୍ୟ ଆକର୍ଷଣ
ଭୁଲ ବୁଝିବନି କେବେ,
ଥିବାଯାଏ ମୋର ମୃତ୍ୟୁର ନିମନ୍ତ୍ରଣ ।
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ସଂଗ୍ରହାଳୟ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.